Odisha Lift Irrigation Corporation Ltd. Bhubaneswar
A Govt. of Odisha Undertaking

ବିଜୁ କନ୍ଧମାଳ ଓ ଗଜପତି ଯୋଜନା (BKOGY)

ରାଜ୍ୟ ସରକାର ଗରିବୀ ଦୂରୀକରଣ ପାଇଁ ବିଜୁ କନ୍ଧମାଳ ଓ ଗଜପତି ଯୋଜନା ପ୍ରଣୟନ କରିଛନ୍ତି। କନ୍ଧମାଳ ଓ ଗଜପତି ଜିଲ୍ଲା ପାଇଁ ଉକ୍ତ ଯୋଜନାଟି ଉଦ୍ଦିଷ୍ଟ ଅଟେ । ଜିଲ୍ଲା କଲେକ୍ଟର ଉଠା ଜଳସେଚନ ପ୍ରକଳ୍ପ ପାଇଁ (ନୂତନ ପ୍ରକଳ୍ପ କିମ୍ବା ପୁରାତନ ପ୍ରକଳ୍ପର ପୁନରୁଦ୍ଧାର) ଟଙ୍କା ମଞ୍ଜୁରୀ କରିବା ଉଦ୍ଦେଶ୍ୟରେ ଉଠା ଜଳ ସେଚନ ନିଗମ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ପ୍ରକଳ୍ପ ତାଲିକା ଗ୍ରହଣ କରନ୍ତି । ପ୍ରକଳ୍ପ ଗୁଡିକ ମଞ୍ଜୁରୀ ହେବାପରେ କାର୍ଯ୍ୟ କରାଯାଇ ପଣି ପଞ୍ଚାଯତ ଚାଷିକମିଟିକୁ ଦାୟିତ୍ଵ ହସ୍ତାନ୍ତର କରାଯାଇଥାଏ ।